ପଶ୍ଚିମ ବଙ୍ଗରେ ପୁଣି ହାଇଡ୍ରାମା : ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

ପ୍ରତିବାଦ ଜଣାଇଲେ ମମତା,ଶେଷରେ ମନ୍ତ୍ରୀଙ୍କୁ ମିଳିଲା ଜାମିନ କୋଲକାତା : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ଥିବା ବେଳେ କୋଲକାତାରେ ସୋମବାର ଆଉ ଏକ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସିବିଆଇ ଅଧିକାରୀମାନେ ଆଜି ସକାଳେ କେନ୍ଦ୍ରୀୟ ଫୋର୍ସ ଧରି ମମତା ବାନାର୍ଜୀଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ଗିରଫ କରିବାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ … Continue reading ପଶ୍ଚିମ ବଙ୍ଗରେ ପୁଣି ହାଇଡ୍ରାମା : ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ